ଏହା ସାହିତ୍ୟ ଭିତ୍ତିକ ବ୍ଲଗ୍ ଅଟେ। ଏଥିରେ କବିତା, ଗଳ୍ପ, ଅଣୁଗଳ୍ପ, ନିବନ୍ଧ, ସଂଦର୍ଭ ଇତ୍ୟାଦି ପଢି ପାରିବେ। ସର୍ବୋପରି ଓଡିଅା ସାହିତ୍ୟ ପ୍ରତି ରୁଚି ରଖୁଥିବା ସମସ୍ତ ପାଠକ, ଲେଖକ, ଗବେଷକ ମାନଂକ ପାଇଁ ଏହା ଏକ ସର୍ବୋତ୍କୃଷ୍ଟ ସ୍ଥାନ ଅଟେ।
ଜାତି ବିଚାର
smruti ranjan panigrahi
ରାମ କଣ ଆମର ହଜାରେ ବାରଶ ଖାଇଗଲେ ନା ହୁଜୁର, ଆଉ ଆଲ୍ଲା? ସେ ତ ନିଶ୍ଚଳ ତେବେ ଅପରାଧ କଣ ତାଙ୍କର- କାହିଁକି ଭାଙ୍ଗିଲ ତାଙ୍କ ଘର ଦେଉଳିଆ କଲ ତାଙ୍କୁ ?? ଜବାବ ଦିଅ, ଜବାବ ଆସିଲା ଇଏ ହିନ୍ଦୁ ଆଉ ସେ ମୁସଲମାନ ଭିନ୍ନ ଜାତି- ଜମା ପଡୁନଥିଲା ସାର୍..........
Add comments here.........
No comments:
Post a Comment
Add comments here.........