
translate: smruti ranjan panigrahi
ସତରେ ସେ ମୋ ଭଳି କଳା
ଗୃହୀ ତାରେ ମନେ ହୁଏ ପରା
ହଠାତ୍ ସେ ତାତିଯାଏ ଖୋଲି ସବୁ ଜାମା
ଛାତିରେ ତା ସୂର୍ଯ୍ୟାସ୍ତର ଅନ୍ତିମ ଉପମା;
ଜଳି ଉଠେ ନୀଳ
ପୁଣି ସବୁ ଚୁପ୍
ବାକି ଯାହା ପଡି ରହେ
ନୀରବ ନିଖିଳ......
ଏହା ସାହିତ୍ୟ ଭିତ୍ତିକ ବ୍ଲଗ୍ ଅଟେ। ଏଥିରେ କବିତା, ଗଳ୍ପ, ଅଣୁଗଳ୍ପ, ନିବନ୍ଧ, ସଂଦର୍ଭ ଇତ୍ୟାଦି ପଢି ପାରିବେ। ସର୍ବୋପରି ଓଡିଅା ସାହିତ୍ୟ ପ୍ରତି ରୁଚି ରଖୁଥିବା ସମସ୍ତ ପାଠକ, ଲେଖକ, ଗବେଷକ ମାନଂକ ପାଇଁ ଏହା ଏକ ସର୍ବୋତ୍କୃଷ୍ଟ ସ୍ଥାନ ଅଟେ।
