Sunday 26 August 2018

କୋଇଲା


translate: smruti ranjan panigrahi

ସତରେ ସେ ମୋ ଭଳି କଳା
ଗୃହୀ ତାରେ ମନେ ହୁଏ ପରା
ହଠାତ୍ ସେ ତାତିଯାଏ ଖୋଲି ସବୁ ଜାମା
ଛାତିରେ ତା ସୂର୍ଯ୍ୟାସ୍ତର ଅନ୍ତିମ ଉପମା;
ଜଳି ଉଠେ ନୀଳ

ପୁଣି ସବୁ ଚୁପ୍
 ବାକି ଯାହା ପଡି ରହେ
ନୀରବ ନିଖିଳ......

ଶଂଖ ବାବୁ ଅନୁକରଣେ

କବିଂକ ଅନ୍ୟ କଵିତା


1 comment:

Add comments here.........