Thursday 7 June 2018

ସମୟ

ସମୟ

smruti ranjan panigrahi

ସେଦିନ ଶ୍ରୀକୃଷ୍ଣ ଥିଲେ ପ୍ରଗଳ୍ଭ ସମୟ
ଅର୍ଜ୍ଜୁନ ବେଶରେ ଆମେ
ନଶ୍ୱର ଧରାର ଜୀବ;
ଜ୍ଞାନର ସ୍ୱରୂପ କଣ ଜଣା ପଡୁନାହିଁ
ଅନୁଭବ ହେଇପାରେ କିମ୍ବା ଆଉ କିଛି
ଅନୁଭୂତି ହୀନ ଆମେ ଲଭୁଛନ୍ତି କ୍ଷୟ...

No comments:

Post a Comment

Add comments here.........

Popular Post