Thursday 7 June 2018

ଜାତି ବିଚାର

ଜାତି ବିଚାର

smruti ranjan panigrahi

ରାମ କଣ ଆମର ହଜାରେ ବାରଶ ଖାଇଗଲେ 
ନା ହୁଜୁର,
ଆଉ ଆଲ୍ଲା?
ସେ ତ ନିଶ୍ଚଳ 
ତେବେ ଅପରାଧ କଣ ତାଙ୍କର-
କାହିଁକି ଭାଙ୍ଗିଲ ତାଙ୍କ ଘର 
ଦେଉଳିଆ କଲ ତାଙ୍କୁ ??
ଜବାବ ଦିଅ,
ଜବାବ ଆସିଲା ଇଏ ହିନ୍ଦୁ ଆଉ ସେ ମୁସଲମାନ 
ଭିନ୍ନ ଜାତି-
ଜମା ପଡୁନଥିଲା ସାର୍..........

No comments:

Post a Comment

Add comments here.........

Popular Post